#କଣ_କରୁଛି_କମିଶନରେଟ_ପୋଲିସ
ରାଜଧାନୀରେ ବୃଦ୍ଧି ପାଉଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ । ରାସ୍ତାରେ ଯାଉଥିବା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି କେତେବେଳେ ଦୁର୍ବୃତ୍ତ ଫେରାର ହୋଇଯାଉଛନ୍ତି ତ ଆଉ କେତେବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କରୁଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
#Bhubaneswar #Crime #ATTACK #journalist #CommissioneratePolice #Odisha #ArgusNews