#ରାଜଧାନୀରେ_ବେକାବୁ_ଆଇନଶୃଙ୍ଖଳା
ଦିନ ଦ୍ବିପ୍ରହରରେ ରାଜଧାନୀରେ ଛାତି ଉପରେ ଖଣ୍ଡା ବୁଲୁଛି । ସଂଧ୍ୟାରେ ଦଳବଳ ହୋଇ ବସ୍ତିରେ ହାଣକାଟ୍ କରୁଛନ୍ତି ଦୁର୍ବୃତ୍ତ । ଅପରାଧିକ ଓ ଅସାମାଜିକ ତତ୍ତ୍ବଙ୍କର ପୋଲିସକୁ ନାହିଁ କି ଡର ? ଯାହା କମିସନରେଟ୍ ପୋଲିସର ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।
#ArgusNews #Odisha #BBSR #kamishnarretpolice #Criminal