ଦମ୍ପତିଙ୍କୁ ହାଣି ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷ ଟଙ୍କା ଲୁଟ୍ । ମଞ୍ଚେଶ୍ୱର ଥାନା ଭୋଟପଡ଼ାରେ ଘଟିଛି ଘଟଣା । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ କରିଛନ୍ତି ୫ ମୁଖାପିନ୍ଧା ଦୁର୍ବୃତ୍ତ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ
#Bhubaneswar #loot #mancheswarpolicestation #ArgusNews