#ପ୍ରେମିକାକୁ_ନିର୍ଧୁମ_ଛେଚିଲା_ପ୍ରେମିକ !
ସିସିଟିଭରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରେମିକାକୁ ଉଦ୍ଧାର କରିଛି। ସେହିପରି ଉତକ୍ଷିପ୍ତ ହୋଇ ମାଡ ମାରୁଥିବା ପ୍ରେମିକକୁ କାବୁ କରିଛି ପୋଲିସ
#ArgusNews #Odisha #ArgusNewsTV #NewsChannel #Bhubaneswar #Palasuni #mediclaim