#ଭୁବନେଶ୍ବର_ମାଷ୍ଟର_କ୍ୟାଣ୍ଟିନ_ଛକରେ_ବୁଲିଲା_ଖଣ୍ଡା ।
ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃ୍ତ୍ତ । ରାଜଧାନୀର ଛାତି ଉପରେ ଘଟିଛି ଆଜି ଏଭିଳି ଏକ ଲୋମଟାଙ୍କୁରା ଘଟଣା । ରାସ୍ତାରେ ଯାଉଥିବା ଲୋକେ କିଛି ସମୟ ପାଇଁ ଅଟକି ଯାଇଥିଲେ । ଆଉ ଏହି ପୁରା ଘଟଣା କଏଦ ହୋଇଛି ସିସିଟିଭିରେ I
#ArgusNews #Odisha #MurderCase #Bhubaneswar