ରାଜଧାନୀର ଧାରଣା ସ୍ଥଳୀରେ ଝାଡୁ ମାରି ପ୍ରତିବାଦ କଲେ ଗା ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି । ପୂର୍ବରୁ ସେମାନଙ୍କ 5 ଦଫା ଦାବି ପୁରଣ ପାଇଁ ରାଜ୍ୟ ସରକାର 15 ଦିନ ସମୟ ନେଇଥିଲେ ମାତ୍ର 51 ଦିନ ହୋଇଯାଇଥିଲେ ମଧ୍ୟ ତାହା ପୁରଣ ହୋଇ ନାହିଁ । ତେବେ ରାଜ୍ୟ ସରକାର ଏବଂ ବିଭାଗୀୟ ଅଧିକାରୀଙ୍କୁ ସେମାନେ ଦେଇଥିବା ପ୍ରତିଶୃତିକୁ ମନେ ପକାଇବା ପାଇଁ ପୁଣି ଥରେ ରାଜ ରାସ୍ତାକୁ ଓଲ୍ହାଇଥିବା କମିଟି ପକ୍ଷରୁ କୁହାଯାଇଛି
#BBSR #GaonSathi #Protest #Odisha #ArgusNews