ଭୁବନେଶ୍ଵରର ଜଣେ ଦଶମ ଡ୍ରପ ଆଉଟ ଡ୍ରାଇଭର ତିଆରି କରିଛନ୍ତି ନୂଆ ଏକ ନକ୍ସା । ସେ ଏହାକୁ ସେକ୍ଟର ପ୍ଲାନ ବୋଲି କହୁଛନ୍ତି । ଏହା କାର୍ଯ୍ୟକାରୀ କରାଗଲେ ସହର ବାସୀଙ୍କ ଅନେକ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ତେବେ କିଏ ଏହି ଡ୍ରାଇଭର ଓ ସେ କାହିଁକି ଏଭଳି ନିଶାରେ ମାତିଛନ୍ତି ? ଏହା କାର୍ଯ୍ୟକାରୀ ହେଲେ ସହର ବାସିନ୍ଦାଙ୍କ ସତରେ କଣ ହେବ ଲାଭ ? ଜାଣିବା ପାଇଁ ଦେଖନ୍ତୁ ଏ କାହାଣୀ ।
#driver #implemented #sectorplan #trafficjam #crowd #parallelroads #trafficcongestion #GoodNews #ArgusNews