#ରାଜଧାନୀର_ବିଚ_ରାସ୍ତାରୁ_କିଡନାପ
#୩୬ଘଣ୍ଟାର_ଅପରେସନ_ପରେ_ଅପହୃତ_ଛାତ୍ର_ଉଦ୍ଧାର
୩୬ଘଣ୍ଟା ପରେ ଉଦ୍ଧାର ହେଲେ ବନ୍ଧୁକ ମୁନରେ ଅପହରଣ ହୋଇଥିବା ବିବିଏ ଛାତ୍ର । ଉଦ୍ଧାର ହୋଇଥିବା ଛାତ୍ର ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ । ମୋବାଇଲ ଟ୍ରାକିଂ କରି ଯୁବକଙ୍କୁ ଉଦ୍ଧାର କରିଛି ପୁଲିସ ।
#Bhubaneswar #laxmisagar #student #kidnapping #police #Odisha #ArgusNews