#ରାଜଧାନୀର_ବିଭିନ୍ନ_ସ୍କୁଲରେ_ଆରମ୍ଭ_ହେଲା_ଟିକାକରଣ
#୧୫ରୁ_୧୮_ବର୍ଷ_କିଶୋର_କିଶୋରୀଙ୍କୁ_ଦିଆଗଲା_ଟିକା
ବିଏମସି ତରଫରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଏବଂ ବସ୍ତିରେ ଆରମ୍ଭ ହୋଇଯାଇଛି ଟୀକାକରଣର ଅଭିଯାନ। ଏହି ଅଭିଯାନରେ ସାମିଲ ହୋଇଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ କିଶୋର, କିଶୋରୀ। ଉଭୟ ଅନଲାଇନ ଓ ଅଫଲାଇନରେ ସ୍ଲଟ ବୁକିଂ କରି ଟିକା ନେଇ ହେଉଛି।
#covid #COVID19 #vaccines #Odisha #ArgusNews