#ରାଜଧାନୀ_ବାସିନ୍ଦାଙ୍କ_ଦାବି_ଆଗରେ_ମୁଣ୍ଡ_ନୂଆଇଲା_ପ୍ରଶାସନ
#ସର୍ବକ୍ଷମା_ଯୋଜନାରେ_ଅତିରିକ୍ତ_ଦେୟ_ଫେରସ୍ତ_କରିବ_ବିଡିଏ
ରାଜଧାନୀ ବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ । ସର୍ବକ୍ଷମା ଯୋଜନାରେ ଅର୍ଥ ଫେରାଇବ ବିଡିଏ । ନୂଆ ବର୍ଷ ପୂର୍ବରୁ ରାଜଧାନୀ ବାସୀଙ୍କ ବ୍ୟାଙ୍କ ଖାତାକୁ ଆସିବ ଅର୍ଥ ରାଶି ।
#Bhubaneswar #BDA #administration #returnmoney #bankaccount #NewYear #Odisha #ArgusNews