କୋରୋନା ପରେ ରାଜଧାନୀ ବାସୀଙ୍କ ପାଇଁ ଚିନ୍ତା ବଢାଇଲାଣି ଡେଙ୍ଗୁ ସମସ୍ୟା । ଆଉ ଏହାର ସମାଧାନକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଓ ରାଜ୍ୟ ସରକାର ନୀରବ। ଏଭଳି ଅଭିଯୋଗ ଆଣି ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି
ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେବି ନଗର ସ୍ଥିତ ମହିଁଶା ଖାଲ ବସ୍ତି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା ଅଭିଯାନ କରିଛି ବିଜେପି
#ArgusNews #Odisha #BBSR #BJP #CoronaAwareness