ନା ହୋଇପାରୁଛି ଅନଲାଇନ୍ ସ୍ଲଟ ବୁକିଂ ନା ପୂର୍ବ ଭଳି ୱାର୍ଡ ଅଫିସରମାନେ ବାଣ୍ଟୁଛନ୍ତି ଟୋକନ୍ । ବିଶେଷ କରି 18ବର୍ଷରୁ 44ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ଦେଖାଦେଇଛି ଟିକାର ଅଭାବ । ତେବେ ବିଏମସି ସିଧାସଳଖ ରାଜଧାନୀରେ ଟିକାର ଅଭାବକୁ ସ୍ବୀକାର କରିଥିନଥିଲେ ମଧ୍ୟ ପରୋକ୍ଷରେ ଅଭାବ ଥିବା କହିଛି
#ArgusNews #Odisha #ArgusNewsTV #NewsChannel #Bhubaneswar #Vaccination