ରାଜଧାନୀ ଭୁବନେଶ୍ୱରରେ ବଲିଉଡ ଅଭିନେତା ଅଫତାବ ଶିବଦାଶିନୀ । ଭୁବନେଶ୍ୱର ରୂପାଲି ଛକ ଠାରେ ଭାରତର ପ୍ରଥମ ବ୍ରାଇଡଲ ମଲ ଇଣ୍ଡଲଜର ବ୍ରାଇଡାଲ ମଲକୁ ମୁଖ୍ୟ ଅତିଥି ଭାବେ ସେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହା ହେଉଛି ଭାରତର ପ୍ରଥମ ବ୍ରାଇଡଲ ମଲ ଏବଂ ଏଠାରେ ବର ଓ କନ୍ୟାଙ୍କ ବିବାହ ପାଇଁ ସମସ୍ତ ସାମଗ୍ରୀ ଗୋଟିଏ ଛାତ ତଳେ ଉପଲବ୍ଧ ।
#BBSR #BollywoodActor #AftabShivdasani #Odisha #ArgusNews