ସ୍ମାର୍ଟସିଟିରେ ପ୍ରହସନ ପାଲଟିଛି ବିଏମସିର ମୋ ସାଇକେଲ ଟ୍ରାକ ବ୍ୟବସ୍ଥା । ଟ୍ରାଫିକ ସମସ୍ୟା ସହ ଲୋକେ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା । ରାସ୍ତା ସଂକୁଚିତ ଯୋଗୁଁ ବୃଦ୍ଧି ପାଉଛି ଦୁର୍ଘଟଣା ।
#ArgusNews #Odisha #BBSR #cycletrack