#ରାଜନୀତି_ମଇଦାନରେ_ବାପା_ଝିଅ_ବୋହୂ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ରୁ ଗୋଟିଏ ପରିବାରର ତିନିଜଣ ରାଜନୀତିକୁ ଓହ୍ଲାଇଛନ୍ତି। ଲୋକଙ୍କ ପାଇଁ ସେବା ମନବୃତ୍ତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଏହି ତିନି ସଦସ୍ୟ ।
#family #Jagatsinghpur #politics #Kujang #father #daughter #soninlow #Odisha #ArgusNews