ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖାଦେଇଛି ରାଜନୈତିକ ଉଷ୍ଣତା । ବିଜେଡି, କଂଗ୍ରେସ ଓ ବିଜେପି ଆଦି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବ୍ଲକ୍ ଦଖଲ କରିବାକୁ ନେଇ ଚାଲିଛି କଡା ପ୍ରତିଦ୍ବନ୍ଦିତା l
#jajpur #Korei #panchayatelections #Political #campaigning #ArgusNews