#ସରକାରଙ୍କ_ଅହେତୁକ_ଫି_ବୃଦ୍ଧିକୁ_କଲେ_ପ୍ରତିବାଦ
#ବିଧାନସଭା_ଆଡକୁ_ଧସେଇ_ପଶିଲେ_ଛାତ୍ରଛାତ୍ରୀ
ଅହେତୁକ ଫି’ ବୃଦ୍ଧିକୁ ନେଇ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଆନ୍ଦୋଳନ କରିଛି । ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଫେଲ୍ କରେଇବା ଏବଂ ମିହାବିଦ୍ୟାଳୟ ଗୁଡ଼ିକରେ ମନ ଇଛା ରି-ଆଡମିଶନ ଓ ପରୀକ୍ଷା ଫି ବୃଦ୍ଧି କରିବା ସହ ୨୦୧୭-୧୮ ଆଇଟିଆଇ ବ୍ୟାଚର ପରୀକ୍ଷା ହୋଇନଥିବା ଅଭିଯୋଗରେ ଏବିଭିପି ପକ୍ଷରୁ ଆନ୍ଦୋଳନ କରାଯାଇଛି ।
#ArgusNews #Odisha #ABVP #protest #Bhubaneswar #collegestudent #gandhimarg