ଚାଲିଛି ବାହାଘର ୠତୁ।ସେଥିପାଇଁ ରାଜଧାନୀ ର ରାଜରାସ୍ତାରେ ଖୋଲିଛି ବାଉଁଶ ସାମଗ୍ରୀର ସମ୍ଭାର। ବିକ୍ରି ହେଉଛି କୁଲା, ତାଟ,ବାଉଁସିଆ, ଡାଲା ସମେତ ଆହୁରି କେତେ କଣ। ବାହାଘର ସିଜିନ ଆସିଲେ ଆବଶ୍ୟକ ପଡିଥାଏ ବାଉଁଶ ଏବଂ ବେତର ଉପକରଣ । ଯେଉଁଥିପାଇଁ ଭିନ୍ନ ଭିନ୍ନ ଜାଗାରୁ ଆସି ରାଜଧାନୀରେ ବ୍ୟବସାୟ ଜମେଇଛନ୍ତି ବ୍ୟବସାୟୀ।
#BBSR #BambooMaterial #Odisha #ArgusNews