ଗାନ୍ଧୀ ମାର୍ଗରେ ବିକ୍ଷୋଭ ଶୋଭାଯାତ୍ରାରେ ରାସ୍ତାରେ ଦଣ୍ଡ ମାରୁଛନ୍ତି ବାହୁବଳୀ । କରୋନା କାଳରେ ଜୀବିକା ହରାଇଥିବା ବିଭିନ୍ନ ଜିମର ସଦସ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ସେମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ଜାହିର କରିଛନ୍ତି । ଜିମ ବନ୍ଦ ରହିବା ଦ୍ବାରା ସେମାନଙ୍କର ରୋଜଗାର ଠପ ହୋଇଯାଇଛି
#ArgusNews #Odisha #ArgusNewsTV #JIM_Artist #Protest #Demand