କଟକ ସହରରେ ଏବେ ବେଲଗାମ ଭାବେ ଖୋଲୁଛି ମଦ ଦୋକାନ । ଯାହାଫଳରେ ମଦୁଆମାନେ କେବେ ଘର ଭିତରେ ପଶୁଛନ୍ତି ତ କେବେ ଦୁଆର ସାମନାରେ ବସି ମଦ ପିଉଛନ୍ତି । ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଖାଲି ଏତିକି ନୁହେଁ କିଏ କିଏ ଉଲଗ୍ନ ହୋଇ ଘର ସାମନାରେ ଶୋଇ ବି ପଡ଼ୁଛନ୍ତି । ପ୍ରତିବାଦରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଲେ ବି ପ୍ରଶାସନ ଉପରେ ଏହାର ପ୍ରଭାବ ପଡୁନାହିଁ ।
#ArgusNews #Odisha #Cuttack #wineshop #drinkers #protest