ରାଜ୍ୟ ସରକାରଙ୍କୁ ଘାରିଛି ରତ୍ନଭଣ୍ଡାର ଭୟ। କାହିଁକି ଖୋଲୁନାହିଁ ଭିତର ରତ୍ନଭଣ୍ଡାର। କାହିଁକି ମରାମତି ପାଇଁ ଚିଠି ଲେଖୁନାହାନ୍ତି ଆଇନମନ୍ତ୍ରୀ। କୋଟି କୋଟି ଭକ୍ତଙ୍କୁ ଭଣ୍ଡାଇ ଚୁପ୍ ବସିଛନ୍ତି ରାଜ୍ୟ ସରକାର ! ସେପଟେ ସମୟ ସହ ବଢିବାରେ ଲାଗିଛି ଜନ ଅସନ୍ତୋ ।
#Puri #Ratnabhandar #devotees #government #ArgusNews