ରାଜ୍ୟପାଳଙ୍କୁ ଭେଟିଲେ ରେଭେନ୍ସା ଛାତ୍ରଛାତ୍ରୀ। ୪ଦିନ ଆମରଣ ଅନଶନ ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ରେଭେନ୍ସା ୟୁନିର୍ଭସିଟିର ଛାତ୍ରଛାତ୍ରୀ। ମୁଖ୍ୟ ଫାଟକ ଖୋଲିବା ସହ ୪ ନମ୍ବର ଗେଟ୍ ବନ୍ଦ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।
#Odisha #ArgusNews #RavenshawUniversity #student #Governor #memorandum