ରାଜ୍ୟରେ ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ରାଜ୍ୟ ପୌରାଞ୍ଚଳ କମିଟି ।ପୂର୍ବତନ ମନ୍ତ୍ରୀ କେଭି ସିଂ ଦେଓଙ୍କ ନେତୃତ୍ୱରେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିହାର, ଜଗନ୍ନାଥ ପ୍ରଧାନ ପ୍ରମୁଖ ଆଜି ରାଜ୍ୟପାଳଙ୍କୁ ଭେଟି ତାଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି
#ArgusNews #Odisha #ArgusNewsTV #BJPTeam