ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ । ଖୁବଶୀଘ୍ର ରାଜ୍ୟରେ ଟ୍ରାନ୍ସଜେଣ୍ଡର ଆଡ଼ଭାଇଜରି କାଉନସିଲ ଗଠନ ହେବ । ଟ୍ରାନ୍ସଜେଣ୍ଡର ୱେଲଫର ବୋର୍ଡ଼ ଗଠନ ପାଇଁ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଥିବାରୁ ସଂଘର କର୍ମାକର୍ତ୍ତା ବେଶ ଆଶାବାଦୀ ଅଛନ୍ତି
#TransgenderadvisoryCouncil #transgenderwelfareboard #Odisha #ArgusNews