ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର । ଅନ୍ୟ ସ୍ଥାନ ଅପେକ୍ଷା ଟ୍ବିନ୍ ସିଟିରେ ସଂକ୍ରମଣ ରହିଛି ଟିକିଏ ଅଧିକା । ଆଗାମୀ ତିନି ମାସ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ । ରାଜ୍ୟ କରୋନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ରଙ୍କ ସୂଚନା
#NiranjanMishra #coronaupdate #twincity #NiranjanMishra #odisha #ArgusNews