#ରାଜ୍ୟରେ_ପୂଜ୍ୟପୂଜାଙ୍କୁ_ଅସମ୍ମାନ
2015 ମେ ମାସରେ ରମାଦେବୀ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲେ ବି ଏଯାଏଁ ତାଙ୍କ ନାମରେ ନାହିଁ ଚେୟାର। ଏ ଭିତରେ ୭ ବର୍ଷ ବିତିଥିଲେ ମଧ୍ୟ ଯେଉଁ ମହିୟସୀ ମହିଳାଙ୍କ ନାମରେ ଶିକ୍ଷାନୁଷ୍ଠାନ ନାମିତ ହୋଇଛି ତାଙ୍କୁ ଭୁଲି ଯାଇଛନ୍ତି କର୍ତ୍ତୃପକ୍ଷ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିକ୍ଷାବିତ୍ I
#ArgusNews #Odisha #Bhubaneswar #Ramadevi #ramadeviuniversity