#ରାଜ୍ୟରେ_ଉଚ୍ଚଶିକ୍ଷାର_ଦୟନୀୟ_ସ୍ଥିତି
ବିଶ୍ଵ ବିଦ୍ୟାଳୟରୁ ମିଳୁଛି ଡିଗ୍ରୀ ହେଲେ ନିଯୁକ୍ତି ନାହିଁ । ୫ ଶିକ୍ଷା ବର୍ଷରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୨୬ ଜଣଙ୍କ ନିଯୁକ୍ତି । ରାଜ୍ୟରେ ଅଗ୍ରଣୀ କୁହାଯାଉଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ସହ ମୟୁରଭଞ୍ଜରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।
#Mayurbhanj #university #sriramchandrabhanjadeouniversity #Education #posting #EducationMinister #Odisha #ArgusNews