ରାଜ୍ୟରେ ଏବେ ଶୀତର ପ୍ରକୋପ କମିବା ଆରମ୍ଭ ହୋଇଛି । ଆସନ୍ତା ୨ ଦିନରେ ରାତ୍ରି ତାପମାତ୍ରା ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି । ଏହା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ଆଜି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼ ଓ କଟକ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ।
#weather #climate #winterseason #temperature #Odisha #ArgusNews