ସାଧାରଣ ଭାବରେ 3 ଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଉଥିବା କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଲୋକଙ୍କୁ ଟୀକାକରଣ ତୃତୀୟ ଲହର ପାଇଁ 3 ମାସିଆ ସର୍ଭେଲାନ୍ସ ଜାରି ରହିବ। ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସ୍ବତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ
#ArgusNews #Odisha #ArgusNewsTV #Corona #ThirdWave #BijayMohapatra #vaccination