#ରାଜ୍ୟରେ_ଦୀର୍ଘ_୨_ବର୍ଷ_ପରେ_ସ୍ବାଭାବିକ_ହୋଇଛି_ସ୍କୁଲ
#ସ୍କୁଲକୁ_ଆସୁଛନ୍ତି_ଛାତ୍ର_ଛାତ୍ରୀ
କୋଭିଡ ମହାମାରୀର ଭୟାବହତା କମିବା ପରେ ଏବେ ସ୍ବାଭାବିକ ହୋଇଛି ସ୍କୁଲ । ପ୍ରାଥମିକ ସ୍କୁଲ ଠୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏବେ ଚାଲିଛି ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଗଣନା । ରାଜ୍ୟର ଉପାନ୍ତ ଅଞ୍ଚଳରୁ ରାଜଧାନୀ ସବୁଠି ସ୍କୁଲ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା କମିଛି ।
#coronavirus #COVID19 #schoolopen #Attendance #Odisha #ArgusNews