ରାଜ୍ୟରେ ଦୃତ ଗତିରେ ମାଡ଼ି ଚାଲିଛି କୋଭିଡ ସଂକ୍ରମଣ । ଦିନ କେଇଟା ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 10 ହାଜରକୁ ପାର କରି ସାରିଥିବା ବେଳେ ଏହା ଆଗକୁ ଆହୁରି ଆଗକୁ ଯିବ ବୋଲି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଏହାରି ଭିତରେ ଚିକିତ୍ସା ଭିତ୍ତିଭୁମିକୁ ସଜାଡ଼ି ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏସସିବି ମେଡିକାଲ କତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।
#Odisha #ArgusNews #Covid #COVID19 #corona #SCB #medical