ରାଜ୍ୟରେ ନିରନ୍ତର ଭାବେ ଦୈନିକ ସଂକ୍ରମଣ ଖସୁଛି । ଅନ୍ୟ ରାଜ୍ୟରେ ବି ସମାନ ଭାବେ ଖସୁଛି । ମୃତ୍ୟୁ ସଂଖ୍ୟା ବଢିବାର କାରଣ କେବଳ ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା। ଅଧିକ ରୋଗୀ ଆଇସିୟୁରେ ଥିଲେ । ଏବେ ଦୈନିକ ସଂକ୍ରମଣ କମିଛି ମୃତ୍ୟୁ ସଂଖ୍ୟା ବି ଆଗକୁ କମିବ
#ArgusNews #Odihsa #CBKMohanty #OdishaCoronaUpdate #Corona #CoronaDeath