#ଗରିବକୁ_ନାହିଁ_ପକ୍କା_ଘର ।
#ଦଳୀୟ_ନେତା_ଓ_କର୍ମୀ_ହାତେଇ_ନେଇଛନ୍ତି_ପ୍ରଧାନମନ୍ତ୍ରୀ_ଆବାସ_ଯୋଜନା
ରାଜ୍ୟରେ ପକ୍କାଘର ହିତାଧିକାରୀ ଚୟନ ଓ କ୍ରିୟାନ୍ବୟନରେ ବଡ କେଳେଙ୍କାରୀ। ଦୁର୍ନୀତି ଅଭିଯୋଗରେ ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଛି ବିଜେପି ସାଂସଦ ଦଳ ।
#BJP #ArgusNews #PradhanMantriAwasYojana #BJD #awasyojana