ଦେଶୀ ଗାଇ ଗୋବରରୁ ତିଆରି ହେଉଛି ରଙ୍ଗ । ରାଜ୍ୟରେ ପ୍ରଥମ କରି ଏଭଳି ପ୍ରୟାସରେ ସଫଳ ହୋଇଛି ଡିଡି ବାୟୋ ସଲ୍ୟୁସନ ଟେକ୍ନୋଲୋଜି ପ୍ରାଇଭଟ ଲିମିଟେଡ । ଏହାର ପରାମର୍ଶଦାତା ଡକ୍ଟର ପୟୋଧର ପାଢୀ ଙ୍କ ମାର୍ଗଦର୍ଶନରେ ଗୋବରକୁ ପ୍ରମୁଖ ଉପାଦାନ ଭାବେ ନେଇ ପ୍ରସ୍ତୁତ ହେଉଛି ଲାଲା,ଗୋଲାପୀ ଓ ନୀଳବର୍ଣ୍ଣର ରଙ୍ଗ
#BBSR #DDBioSoulutionTechnology #Cowdung #Colour #Odisha #ArgusNews