ରାଜ୍ୟରେ ବଡ ଧରଣର GST ଠକେଇ । 14ଟି ଜିଲ୍ଲାରେ 20ଜଣ ବଡ ଟବାକୋ ଡିଲରଙ୍କ ଉପରେ ଚଢ଼ାଉ । 100ରୁ ଅଧିକ ଟିମ କରୁଛନ୍ତି ଚଢ଼ାଉ । GST ଠକେଇ ନେଇ ଅଭିଯୋଗ ଆସିବା ପରେ ଚଢ଼ାଉ କରାଯାଇଛି । ଭୁବନେଶ୍ବର ରସୁଲଗଡ଼ରେ ଥିବା ଜଗନ୍ନାଥ ମଲ୍ଟିଫୁଡ ଓ ଟବାକୋ କମ୍ପାନୀ ଉପରେ ମଧ୍ୟ ଚଢ଼ାଉ କରିଛି ଜିଏସଟି ।
#Bhubaneswar #GSTscams #state #tobacco #dealers #Raid #Odisha #ArgusNews