ରାଜ୍ୟରେ ବଢିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଆଜି ୫ ପଜିଟିଭ ସଂଖ୍ୟା ମିଶାଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଂଚିଛି । ଚିହ୍ନଟ ୫ ଜଣଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା । ୫ ଜଣଙ୍କ ମଧ୍ୟରୁ ୪ ଜଣ ହସ୍ପିଟାଲରେ ଚିକିତ୍ସିତ
#Omicron #Bijaymohapatra #Odisha #ArgusNews