ରାଜ୍ୟରେ ବର୍ତ୍ତମାନ ୩.୪୯ ପ୍ରତିଶତ ପଜିଟିଭିଟି ରିପୋର୍ଟ ରହିଛି । ଶିଶୁମାନଙ୍କ ପାଇଁ ୩ ହଜାର ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର
#ArgusNews #Odisha #ArgusNewsTV #CoronaPressMeet #PositiveCase #Report