ରାଜ୍ୟରେ ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ସହ ଓଡ଼ିଆ ସାହିତ୍ୟିକ ମାନଙ୍କୁ ପ୍ରେରଣା ଦେବା ପାଇଁ ଗଠନ ହୋଇଥିଲା "ବ୍ୟାସ କବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ଚୟନ " କାର୍ଯ୍ୟକ୍ରମ । କିନ୍ତୁ ୨୦୨୦ରୁ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ପୁରଷ୍କାର ପ୍ରଦାନ ଉତ୍ସବ । କୋଭିଡ ଆଳ ଦେଖାଇ ଆୟୋଜନ ହେଉ ନାହିଁ ସମାରୋହ
#odiaculture #cultureandtraditionaward #ArgusNews #Odisha