ହାଇଦ୍ରାବାଦରେ ପ୍ରତିଷ୍ଠିତ କମ୍ପାନୀର ବଡ଼ ଚାକିରୀ ଛାଡି ଜଗତସିଂପୁରର ୩୦ ବର୍ଷର ଯୁବକ ଆଶିଷ ମହାନ୍ତି ଯେତେବେଳେ ପ୍ରଥମ କରି ନିଜ ଘରର ଛାତ ଉପରେ ବିନା ମାଟିରେ କେବଳ ପାଣିରେ ବଢୁଥିବା ଫସଲ ଚାଷ କଲେ ଏହାର ଲାଭକୁ ନେଇ କିଏ କେତେ ପ୍ରକାର କଥା କହିଲେ । କିନ୍ତୁ ଆଶିଷ ନିରୁତ୍ସାହିତ ହୋଇନଥିଲେ । ବରଂ ଏହାର ସମ୍ପ୍ରସାରଣ ଓ ବଜାର ଉପରେ ଦୃଷ୍ଟି ଦେଇଥିଲେ । ଆଶିଷଙ୍କ ଏଭଳି ହାଇଡ୍ରୋପୋନିକ ପଦ୍ଧତିର ଚାଷ ରାଜ୍ୟର ପ୍ରଥମ ବ୍ୟବସାୟିକ ଫାର୍ମ ଭାବେ ପରିଚିତି ପାଇଥିବା ବେଳେ ଏଭଳି ଉଦ୍ୟମ ପାଇଁ ତାଙ୍କୁ ମିଳିଛି କୃତି କୃଷକର ସମ୍ମାନ
#GoodNews #jagatsinghpur #hydroponicfarm #AshisMohanty #Farmeraward #ArgusNews