ରାଜ୍ୟ କଂଗ୍ରେସ ଭବନରେ ପୁଣି ହଙ୍ଗାମା। ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା। କଂଗ୍ରେସ ଭବନରେ କିଏ ଭଙ୍ଗାରୁଜା କଲା ତାକୁ ନେଇ ଦୁଇ ଗୋଷ୍ଠି ମୁଁହା ମୁହିଁ । ଆରୋପ ପ୍ରତ୍ୟାରୋପ କରି ଠେଲା ପେଲା ।
#StateCongressBuilding #vandalism #YouthCongress #Congress #Fight #Odisha #ArgusNews