#ରାଜ୍ୟ_ପାଳୁଛି_୭୩ତମ_ପ୍ରଜାତନ୍ତ୍ର_ଦିବସ
#କୋଭିଡ_କଟକଣା_ଭିତରେ_ରାଜ୍ୟବ୍ୟାପୀ_ସାଧାରଣତନ୍ତ୍ର_ଦିବସ_ଅନୁଷ୍ଠିତ
କୋଭିଡ କଟକଣାରେ ପାଳନ ହୋଇଛି 73ତମ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।
#Bhubaneswar #celebrate #RepublicDay #RepublicDay2022 #Odisha #ArgusNews