ଭୁବନେଶ୍ବରରୁ ଠକେଇ କରୁଥିଲା ଜମତାରା ଗ୍ୟାଙ୍ଗ । ୪ଦିନିଆ ରିମାଣ୍ଡରେ ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଅଳ୍ପ ପାଠ ପଢ଼ିଥିବା ୩ ଅଭିଯୁକ୍ତ ପ୍ରଦ୍ୟୁମ୍ନ, କ୍ରିଷ୍ଣା ଓ ଚେତଲାଲ କେବଳ ଠକେଇର ମାଧ୍ୟମ ସାଜିଥିବା ବେଳେ ଝାରଖଣ୍ଡରୁ ମୁଖ୍ୟ ମାଷ୍ଟରମାଇଣ୍ଡ ଏମାନଙ୍କୁ ଅପରେଟ କରୁଥିବା ସୂଚନା ମିଳିଛି ।
#Jamataragang #remand #crimebranch #Mastermind #oparet #Jharkhand #Bhubaneswar #mumbai #Odisha #ArgusNews