କେନ୍ଦ୍ରାପଡା ଆଳି ଅଞ୍ଚଳରେ ଦଳିତ ପରିବାର ଉପରେ ଆକ୍ରମଣ ପ୍ରସଙ୍ଗକୁ ପ୍ରତିବାଦ କରି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡା ଏସପି ଅଫିସ ସମ୍ମୁଖରେ 3 ଦିନ ଗଣଧାରଣା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ ।
#ArgusNews #ArgusNewsTV #Odisha #Kendrapada #BJP_Pressmeet