ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସାମ୍ବାଦିକ ସମ୍ମିଳନୀ
1996 ମସିହା ପର ଠାରୁ 27 ପ୍ରତିଶତ ସଂରକ୍ଷଣ ସହ ନିର୍ବାଚନ ହେଉଛି । କିନ୍ତୁ ଆଗାମୀ ନିର୍ବାଚନରେ ପଛୁଆ ବର୍ଗର ଲୋକମାନେ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ପାଇବେ : ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ
#BJP #PressMeet #OBCMorcha #SurathBiswal #Odisha #ArgusNews