3 ଥର ଏଗଜାମିନ କରୁଛୁ ବୋଲି ରାଜ୍ୟ ସରକାର କହି ସାରିଲେଣି । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ ବୋଲି ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସୁରଥ ବିଶ୍ୱାଳ, ସଭାପତି, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା
#BBSR #BJP #OBCMorcha #OdishaGovt #Odisha #ArgusNews