ମମିତା ମେହେରଙ୍କୁ ନ୍ୟାୟ ଦେବା ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି। ସେ ପର୍ଯ୍ୟନ୍ତ ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଗାମୀ 9 ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ ନେଇ ବିଧାନ ସଭା ଘେରାଉ କରିବ ।
#MamitaMurderCase #JusticeForMamita #BJP #BJYM #pressmeet #OdishaAssembly #Odisha #ArgusNews