ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବଞ୍ଚିତ କରିବା ପ୍ରସଙ୍ଗରେ ବିଜେପିର ଆକ୍ସନ । 8 ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକପତ୍ର । ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସୂଚନା ।
#BJP #OBCReservation #PanchayatElection #Pressmeet #Odisha #ArgusNews