ଆସନ୍ତା କାଲି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ସକାଳ 8 ଟା ରୁ ଗଣତି ହେବ । ଦୁଇଟି କାଉଣ୍ଟର କରାଯିବ । 62 ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି
#Puri #PipiliByElection #ElectionResult #VoteCount #CEOPressConference #Odisha #ArgusNews