ତେଜିଲା ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ । ଜିଲ୍ଲାପାଳ ଅଫିସ ଘେରିଲେ ହଜାର ହଜାର ଆଦିବାସୀ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ଜିଲ୍ଲାରେ ଆଦିବାସୀଙ୍କ ବିକ୍ଷୋଭ । ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତିକୁ ବିରୋଧ ।
#Bolangir #tribalsprotest #conservation #demolition #Odisha #ArgusNews