ବିଧାନସଭାରେ ମିଥ୍ୟା ତଥ୍ୟ ଦେଇଥିବାରୁ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିବେ ବିରୋଧୀ । ଯାଜପୁରରେ କୌଣସି ବି ଅପହଞ୍ଚ ଗାଁ ନଥିବା ନେଇ ମନ୍ତ୍ରୀ ତଥ୍ୟ ରଖିଥିବା ବେଳେ କୋରେଇ ବ୍ଲକର ଅପହଞ୍ଚ ଗାଁ ଫିରୋଜାବାଦରେ ରାସ୍ତା ନଥିବାରୁ ରୋଗୀଙ୍କୁ କାଦୁଅ ବିଲରେ ବୋହି ନେଉଥିବା ଦୃଶ୍ୟ ଦେଖାଇଥିଲା ଅର୍ଗସ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।
#Assembly #Opponent #PratapJena #Jajpur #Firojabad #Pregnantlady #Odisha #ArgusNews